ବ୍ରହ୍ମା ବିଷ୍ଣୁ ଶିବ ଭୂଵନେ ତ୍ରିଦେବ ସର୍ବାଗ୍ରେ ତୁମରି ନାମ।। ବ୍ରହ୍ମା ବିଷ୍ଣୁ ଶିବ ଭୂଵନେ ତ୍ରିଦେବ ସର୍ବାଗ୍ରେ ତୁମରି ନାମ।।
ଆହେ ସୂର୍ଯ୍ୟ ଦେବ ଆହେ ସୂର୍ଯ୍ୟ ଦେବ
ଆହେ ମହାପ୍ରଭୁ ଆହେ ମହାପ୍ରଭୁ
ଆହେ ଆରଡ଼ି ସାଇ ଆହେ ଆରଡ଼ି ସାଇ
ହେ ଦେବ ହୃଷୀକେଶ ମହାଶୂନ୍ୟରେ ବାସ ପଦ୍ମ ପାଦେ ପସୁଛି ଶରଣ ll ହେ ଦେବ ହୃଷୀକେଶ ମହାଶୂନ୍ୟରେ ବାସ ପଦ୍ମ ପାଦେ ପସୁଛି ଶରଣ ll